ଅମନ ତାର କାର୍ଯ୍ୟ।ଳୟ ରୁ ଆରମ୍ଭ କରେ ଏବଂ ପଶ୍ଚିମ ଆଡକୁ 2 କିମି ର ଯାତ୍ରା କରେ, ପୁଣି ସେ ଡାହାଣ କୁ ଯାଏ ଏବନ 2 କିମି ଚାଲେ, ଏବଂ ବାମ କୁ ଯାଏ ଏବଂ 3 କିମି ଚାଲେ । ସେଠାରେ ସେ ଏକ ବସ ଧରେ ଯେଉଁଥିରେ ସେ ସିଧା ଉତ୍ତର ଆଡକୁ 10 କିମି ଦୂରତା ଅତିକ୍ରମ କରେ ଏବଂ ନିଜ ଘର ପହଞ୍ଚିଲା । ତାର ଘର ଏବଂ କାର୍ଯ୍ୟ।ଳୟ ମଧ୍ୟ ରେ ନ୍ୟୁନତମ ଦୂରତା କେତେ ?

1
10 କିମି 
2
14 କିମି 
3
13 କିମି 
4
12 କିମି 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation