75 ଜଣ ଛାତ୍ର ବିଶିଷ୍ଟ ଏକ ଶ୍ରେଣୀରେ 40 ଜଣ ଛାତ୍ର କ୍ରିକେଟ୍, 28 ଜଣ ଛାତ୍ର ହକିରେ ଏବଂ 12 ଜଣ ଛାତ୍ର ଉଭୟ କ୍ରିକେଟ୍ ଏବଂ ହକିରେ ଅଂଶଗ୍ରହଣ କରୁଥିବାବେଳେ 19 ଜଣ ଛାତ୍ର ଏହି ଦୁଇଟି କ୍ରୀଡ଼ାମଧ୍ୟରୁ କୌଣସିଟିରେ ଅଂଶଗ୍ରହଣ କରନ୍ତି ନାହିଁ। କେତେ ଛାତ୍ର କେବଳ ହକିରେ ଅଂଶଗ୍ରହଣ କରନ୍ତି ?
1
28
2
44
3
16
4
35