ନିମ୍ନରେ ଦିଆଯାଇଥିବା ଦୁଇଟି ବିବୃତ୍ତି ହେଉଛି ଧାରଣା (A) ଏବଂ ଅନ୍ୟଟି ହେଉଛି କାରଣ (R)।
ଧାରଣା (A) : ନବଜାତ ଶିଶୁଙ୍କୁ ଜନ୍ମ ସମୟରେ ଭିଟାମିନ୍ K ଦିଆଯାଏ ।
କାରଣ (R): ଏହା ନବଜାତ ଶିଶୁଙ୍କର ସେପ୍ସିସ୍ ରୋକିବାରେ ସାହାଯ୍ୟ କରିଥାଏ।
ନିମ୍ନରେ ଦିଆଯାଇଥିବା କୋଡ୍ ବ୍ୟବହାର କରି ସଠିକ୍ ଉତ୍ତର ଚୟନ କରନ୍ତୁ ।
1
ଉଭୟ (A) ଏବଂ (R) ସତ ଏବଂ (R) ହେଉଛି (A)ର ସଠିକ୍ ବ୍ୟାଖ୍ୟା ଅଟେ ।
2
ଉଭୟ (A) ଏବଂ (R) ସତ କିନ୍ତୁ (R) ହେଉଛି (A) ର ସଠିକ୍ ବ୍ୟାଖ୍ୟା ନୁହେଁ ।
3
(A) ସତ କିନ୍ତୁ (R) ମିଥ୍ୟା ଅଟେ ।
4
(A) ମିଥ୍ୟା କିନ୍ତୁ (R) ସତ ଅଟେ ।