ନିମ୍ନରେ ପ୍ରଶ୍ନଟି ଏକ ପ୍ରଶ୍ନ ଏବଂ ଏହାର ତଳେ ଦିଆଯାଇଥିବା I ଏବଂ II ନମ୍ବର ଦୁଇଟି ଷ୍ଟେଟମେଣ୍ଟକୁ ନେଇ ଗଠିତ ।  ପ୍ରଶ୍ନର ଉତ୍ତର ଦେବାକୁ ଷ୍ଟେଟମେଣ୍ଟରେ ପ୍ରଦତ୍ତ ତଥ୍ୟ ଯଥେଷ୍ଟ କି ନାହିଁ ତାହା ତୁମକୁ ସ୍ଥିର କରିବାକୁ ପଡିବ । ଉଭୟ ଷ୍ଟେଟମେଣ୍ଟ ପଢ  ଏବଂ ଉତ୍ତର ଦିଅ:

ପ୍ରଶ୍ନ: ସରସ୍ୱତୀ କେଉଁ ବର୍ଷରେ ଜନ୍ମ ହୋଇଥିଲେ ?

ବିବୃତ୍ତି:

I. ସରସ୍ୱତୀ ବର୍ତ୍ତମାନ ତାଙ୍କ ପିତାଙ୍କ ଠାରୁ 35 ବର୍ଷ ସାନ । 

II 1974 ରେ ଜନ୍ମ ହୋଇଥିବା ସରସ୍ୱତୀଙ୍କ ଭାଇ ତାଙ୍କ ପିତାଙ୍କ ଠାରୁ 45 ବର୍ଷ ସାନ ।

1
ଉଭୟ I ଏବଂ II ଏକତ୍ର ଯଥେଷ୍ଟ | 
2
ଉଭୟ I ଏବଂ II ଏକତ୍ର ଯଥେଷ୍ଟ ନୁହେଁ 
3
II ଏକାକୀ ଯଥେଷ୍ଟ ଥିବାବେଳେ I  ଏକାକୀ ଯଥେଷ୍ଟ ନୁହେଁ 
4
I  ଏକାକୀ ଯଥେଷ୍ଟ ଥିବାବେଳେ II ଏକାକୀ ଯଥେଷ୍ଟ ନୁହେଁ  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation