ଏକ ପ୍ରଶ୍ନ ଉପରେ ଦୁଇଟି ବିବୃତ୍ତି ବିଚାର କରନ୍ତୁ:

ବିବୃତ୍ତି I : ଜଣେ ଦୋକାନୀ କ୍ରୟ ମୂଲ୍ୟ ଠାରୁ 26% ଅଧିକ ମୂଲ୍ୟ ଚିହ୍ନିତ କରନ୍ତି ଏବଂ କିଛି ରିହାତି ଦେବା ପରେ 200 ଟଙ୍କା ରୋଜଗାର କରନ୍ତି । 

ବିବୃତ୍ତି II : ଜଣେ ଦୋକାନୀ 2200 ଟଙ୍କାରେ 2 ଟି ସାର୍ଟ କିଣନ୍ତି ଏବଂ 23% ରିହାତି ଦେବା ପରେ ସାର୍ଟ ପିଛା 55 ଟଙ୍କା ରୋଜଗାର କରନ୍ତି । 
ସାର୍ଟର ଚିହ୍ନିତ ମୂଲ୍ୟ କ'ଣ?
ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍?

1
କେବଳ ବିବୃତ୍ତି I ରେ ପ୍ରଦାନ କରାଯାଇଥିବା ତଥ୍ୟ ଯଥେଷ୍ଟ ଏବଂ ବିବୃତ୍ତି II  ଆବଶ୍ୟକ ନୁହେଁ । 
2
କେବଳ ବିବୃତ୍ତି II ରେ ପ୍ରଦାନ କରାଯାଇଥିବା ତଥ୍ୟ ଯଥେଷ୍ଟ ଏବଂ ବିବୃତ୍ତି I  ଆବଶ୍ୟକ ନୁହେଁ । 
3
ଏକାଠି I  ଏବଂ II ବିବୃତ୍ତିରେ ପ୍ରଦାନ କରାଯାଇଥିବା ତଥ୍ୟ ଯଥେଷ୍ଟ ନୁହେଁ । 
4
ଏକାଠି I  ଏବଂ II ବିବୃତ୍ତିରେ ପ୍ରଦାନ କରାଯାଇଥିବା ତଥ୍ୟ ଯଥେଷ୍ଟ |

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation