Teaching Railway Teacher PRT 2025 Mock Test Series Logical Reasoning Syllogism Conventional Syllogism
ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । କଥନ ରେ ଦିଆଯାଇଥିବା ତଥ୍ୟକୁ ସତ୍ୟ ମାନି, ଏହା ସାଧାରଣ ତଥ୍ୟ ରୁ ଭିନ୍ନ ହେଇଥିଲେ ମଧ୍ୟ, ନିର୍ଣ୍ଣୟ କର ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି ।
କଥନ:
ସମସ୍ତ ପାନିଆ ସ୍କେଲ ଅଟେ ।
କିଛି ରାଉଟର ପାନିଆ ଅଟେ ।
ସମସ୍ତ ଗ୍ଳୋଭସ ରାଉଟର ଅଟେ ।
ସିଦ୍ଧାନ୍ତ:
I. ସମସ୍ତ ଗ୍ଳୋଭସ ସ୍କେଲ ଅଟେ ।
II. କିଛି ଗ୍ଳୋଭସ ସ୍କେଲ ଅଟେ ।
III. କିଛି ସ୍କେଲ ରାଉଟର ଅଟେ ।
IV. ସମସ୍ତ ରାଉଟର ସ୍କେଲ ଅଟେ ।
1
କେବଳ ସିଦ୍ଧାନ୍ତ III ଅନୁସରଣ କରୁଛି ।
2
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି ।
3
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।
4
ସିଦ୍ଧାନ୍ତ I ଏବଂ II ଉଭୟ ଅନୁସରଣ କରୁଛି ।