ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ 'ଅମୃତ' କାର୍ୟ୍ୟକ୍ରମ ନିମ୍ନରେ ଉଲ୍ଲେଖ କରାୟାଇଛି

1
ଔଷଧ ପାଇଁ ଆବେଦନ, ସେଗୁଡ଼ିକର ଟ୍ରାକିଂ, ପ୍ରକ୍ରିୟାକରଣ ଏବଂ ଅନୁମୋଦନ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ସୁବିଧା।
2
ଏପରି କେନ୍ଦ୍ରର ଉପଲବ୍ଧତା, ଯେଉଁଠାରୁ ସମସ୍ତଙ୍କ ପାଇଁ ଉନ୍ନତ ମାନର ଜେନେରିକ୍ ଔଷଧ ଉପଲବ୍ଧ ହେଉଛି।
3
କର୍କଟ ଓ ହୃଦ୍ରୋଗ ପାଇଁ ଔଷଧ ଯୋଗାଇ ଦେଉଥିବା ଆଉଟଲେଟ୍।
4
ବେବ ଆଧାରିତ ବ୍ୟାପକ ଟେଲିମେଡିସିନ ସମାଧାନ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation