ଜାତୀୟ ଜରୁରୀକାଳୀନ ପ୍ରଭାବ ସମ୍ବନ୍ଧରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍?
(1) ମୌଳିକ ଅଧିକାର ଉପରେ ପ୍ରଭାବ।
(2) କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ପ୍ରଭାବ।
(3) ଲୋକସଭା ଓ ବିଧାନସଭାର କାର୍ଯ୍ୟକାଳ ଉପରେ ପ୍ରଭାବ ।
(4) ଜୀବନ ଅଧିକାର ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରଭାବ।
1
କେବଳ 1,2
2
କେବଳ 1, 3
3
କେବଳ 1,2 ଏବଂ 3
4
1,2,3 ଏବଂ 4