ତିନୋଟି କଥନ ଦିଆଯାଇଛି, ଯାହା ପରେ ଚାରୋଟି ସିଦ୍ଧାନ୍ତ କ୍ରମାଙ୍କ 1, 2, 3 ଏବଂ 4 ଦିଆଯାଇଛି । କଥନ କୁ ସତ୍ୟ ମାନିବାକୁ ହେବ, ଏହା ସାଧାରଣ ତଥ୍ୟ ଠାରୁ ଭିନ୍ନ ହେଲେ ମଧ୍ୟ, ନିର୍ଣ୍ଣୟ କର ଯେ କେଉଁ ସିଦ୍ଧାନ୍ତ, କଥନ କୁ ଯୁକ୍ତିଯୁକ୍ତ ରୂପେ ଅନୁସରଣ କରୁନାହିଁ ।
କଥନ:
ସମସ୍ତ P, G ଅଟେ ।
କିଛି G, B ଅଟେ ।
ସମସ୍ତ B, C ଅଟେ ।
ସିଦ୍ଧାନ୍ତ:
1) ସମସ୍ତ P ର C ହେବା ର ସମ୍ଭାବନା ଅଛି ।
2) କିଛି P, B ଅଟେ ।
3) କିଛି C, G ଅଟେ ।
4) କିଛି G, P ଅଟେ ।
1
କେବଳ 3 ଅନୁସରଣ କରୁନାହିଁ ।
2
କେବଳ 4 ଅନୁସରଣ କରୁନାହିଁ ।
3
କେବଳ 2 ଅନୁସରଣ କରୁନାହିଁ ।
4
କେବଳ 1 ଅନୁସରଣ କରୁନାହିଁ ।