ଯାତ୍ରା କରୁଥିବା ଜଣେ ବ୍ୟକ୍ତି ପ୍ରଥମ 240 କିଲୋମିଟର ଘଣ୍ଟା ପ୍ରତି 120 କିଲୋମିଟର ବେଗରେ ଏବଂ ପରବର୍ତ୍ତୀ 150 କିଲୋମିଟର ଘଣ୍ଟା ପ୍ରତି 50 କିଲୋମିଟର ବେଗରେ ଯାତ୍ରା କରନ୍ତି । ଯାତ୍ରାର ହାରାହାରି ବେଗ ନିର୍ଦ୍ଧାରଣ କରନ୍ତୁ।
1
78 କିମି/ଘଣ୍ଟା
2
70 କିମି/ଘଣ୍ଟା
3
75 କିମି/ଘଣ୍ଟା
4
72 କିମି/ଘଣ୍ଟା