କେଉଁ ପ୍ରକାର ର ରାସାୟନିକ ପ୍ରତିକ୍ରିୟା ରେ ଫେରସ ସଲଫେଥ ର କ୍ରିଷ୍ଟାଲ ଗରମ କରିଲେ ଜଳ କମ ହୁଏ ଏବଂ କ୍ରିଷ୍ଟାଲ ର ରଙ୍ଗ ଈଷତ ସବୁଜ ରୁ ଧଳା ରେ ବଦଳିଯାଏ ? 

1
ଅପଘଟନ ପ୍ରତିକ୍ରିୟା  
2
ସଂଯୋଜନ ପ୍ରତିକ୍ରିୟା 
3
ବିସ୍ଥାପନ ପ୍ରତିକ୍ରିୟା  
4
ଦ୍ଵି ବିସ୍ଥାପନ ପ୍ରତିକ୍ରିୟା  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation