ନିମ୍ନଲିଖିତ ପ୍ରଶ୍ନରେ, ଚାରିଟି ସଂଖ୍ୟା ଯୋଡ଼ି ଦିଆଯାଇଛି । ପ୍ରତ୍ୟେକ ଯୋଡ଼ିରେ (-)ର ବାମ ପାର୍ଶ୍ୱରେ ଥିବା ସଂଖ୍ୟା କିଛି ଯୁକ୍ତି/ନିୟମ/ସମ୍ପର୍କ ସହିତ (-)ର ଡାହାଣ ପାର୍ଶ୍ୱର ସଂଖ୍ୟା ସହିତ ସମ୍ବନ୍ଧିତ ଅଟେ । ସମାନ ଯୁକ୍ତି/ନିୟମ/ସମ୍ପର୍କ ଆଧାରରେ ତିନୋଟି ଯୋଡ଼ି ସମାନ ଅଟେ । ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ ଭିନ୍ନଟିକୁ ଚୟନ କରନ୍ତୁ।
(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା ଯୋଗ/ବିୟୋଗ/ଗୁଣନ କରିବା ଇତ୍ୟାଦି କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇନାହିଁ)
1
14 - 2844
2
12 - 1728
3
20 - 8000
4
10 - 1000