A,B ଏବଂ C ଗୋଟିଏ କାମ କୁ କ୍ରମଶଃ 10 ଦିନ , 12 ଦିନ, ଏବଂ 15 ଦିନ ନିଅନ୍ତି । B ଏବଂ C ଏକାଠି କାମ ଆରମ୍ଭ କଲେ ଏବଂ 4 ଦିନ ପର୍ଯ୍ୟନ୍ତ କରିବା ପରେ ସେମାନେ କମ ଛାଡିଦେଲେ ଏବଂ ବଳକା କାର୍ଯ୍ୟ A ଦ୍ଵାରା କରାଗଲା । କର୍ଜ୍ୟଟିକୁ ପୂରଣ କରିବାର ସମୟ ବାହାର କର ।
1
10 ଦିନ
2
8 ଦିନ
3
12 ଦିନ
4
6 ଦିନ