5 ଜଣ ବନ୍ଧୁଙ୍କ ମଧ୍ୟରେ ଏକ କେକ୍ ବଣ୍ଟା ଯାଇଥାଏ । 4 ଜଣ ସାଙ୍ଗ କେକ୍ ର ଯଥାକ୍ରମେ 1/8, 1/6, 5/12, 1/12 ଭାଗ ପାଇଥାନ୍ତି। ତେବେ ପଞ୍ଚମ ବନ୍ଧୁ କେକ୍ ର କେତେ ଅଂଶ ପାଆନ୍ତି?

1
5/24
2
3/8
3
1/6
4
1/4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation