ବସ୍ତୁ ର ସ୍ଥିତିଜ ଏବଂ ଗତିଜ ଶକ୍ତି ରେ କଣ ପରିବର୍ତ୍ତନ ହୁଏ ଯେତେବେଳେ ଏହା ଉଚ୍ଚ ରୁ ନିଚ୍ଚ କୁ ପଡ଼େ ?
1
ସ୍ଥିତିଜ ଏବଂ ଗତିଜ ଶକ୍ତି କମ ହେଇଯାଏ ।
2
ଏହାର ସ୍ଥିତିଜ ଶକ୍ତି ବୃଦ୍ଧି ହେଲାବେଳେ ଏହାର ଗତିଜ ଶକ୍ତି କମ ହେଇଯାଏ ।
3
ସ୍ଥିତିଜ କିମ୍ବ ଗତିଜ ଶକ୍ତି ରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।
4
ସ୍ଥିତିଜ ଶକ୍ତି କମ ହେଲାବେଳେ ଏହାର ଗତିଜ ଶକ୍ତି ବୃଦ୍ଧି ହୁଏ ।