ନିମ୍ନଲିଖିତ ବାର ଗ୍ରାଫ କୁ ଅଧ୍ୟୟନ କର ଏବଂ ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ର ଉତ୍ତର ଦିଅ:
ନିମ୍ନ ରେ ଦିଆଯାଇଥିବା ବାର ଗ୍ରାଫ ପ୍ରଥମ ସପ୍ତାହ ଏବଂ ଦ୍ଵିତୀୟ ସପ୍ତାହରେ ପାଞ୍ଚଟି ଅଲଗା ଅଲଗା ଦୋକାନ (ଅର୍ଥାତ, A, B, C, D ଏବଂ E) ଦ୍ଵାରା ବିକ୍ରି ହେଇଥିବା ଖେଳଣା ର ସଂଖ୍ୟା କୁ ଦର୍ଶାଏ ।
ଦ୍ଵିତୀୟ ସପ୍ତାହ ରେ ସମସ୍ତ ପାଞ୍ଚଟି ଦୋକାନ ଦ୍ଵାରା ଖେଳଣା ର ମୋଟ ସଂଖ୍ୟା ରେ ବିକ୍ରି ରେ ପୂର୍ବ ସପ୍ତାହ ର ତୁଳନା ରେ କେତେ ପ୍ରତିଶତ ର ହ୍ରାସ ହେଇଛି ?
1
20%
2
9.5%
3
5.5%
4
15.5%