ଶୁଭମ୍ ଙ୍କ ଘର ଉତ୍ତର ଆଡକୁ ମୁହାଁଇଛି । ସେ ନିଜ ଘରର ପଛ ଫାଟକରୁ ବାହାରି 14 ମିଟର ଚାଲନ୍ତି । ତା’ପରେ ସେ ବାମକୁ ବୁଲି 30 ମିଟର ଚାଲନ୍ତି । ତା’ପରେ ସେ ବାମକୁ ବୁଲି 50 ମିଟର ଚାଲନ୍ତି । ତା’ପରେ ସେ ବାମକୁ ବୁଲି 10 ମିଟର ଚାଲନ୍ତି । ତା’ପରେ ସେ ବାମକୁ ବୁଲି 36 ମିଟର ଚାଲନ୍ତି । ସେ ନିଜ ଘରଠାରୁ କେଉଁ ଦିଗରେ ଓ କେତେ ମିଟର ଦୂରରେ ଅଛନ୍ତି?
1
20 ମିଟର ପୂର୍ବ
2
10 ମିଟର ଦକ୍ଷିଣରେ
3
68 ମିଟର ଦକ୍ଷିଣ-ପୂର୍ବ
4
30 ମିଟର ପଶ୍ଚିମ