ସେହି ବିକଳ୍ପ ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡିକ ସେଟ୍ ରେ ସମାନ ସମ୍ପର୍କ ଅଂଶୀଦାର କରନ୍ତି ଯେପରି କି ଦିଆଯାଇଥିବା ସେଟ୍ ରେ ଥିବା ସଂଖ୍ୟାଗୁଡିକ ଦ୍ୱାରା ଅଂଶୀଦାର ହୋଇଛି।(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା ଯୋଗ/ବିୟୋଗ/ଗୁଣନ କରିବା ଇତ୍ୟାଦି କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇନାହିଁ)

(141, 13, 128)

(238, 164, 402)

1
(64, 42, 32)
2
(51, 32, 85)
3
(48, 31, 79)
4
(39, 33, 62)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation