7 ଜଣ ଶ୍ରମିକ ରାହୁଲ, ରାମ, ରମେଶ, ସୋହନ, ସାହିଲ, ଅନୀଲ ଓ ସୋନୁ କେନ୍ଦ୍ର ଆଡକୁ ମୁହଁ କରିଥିବା ଗୋଲାକାର ଟେବୁଲ ଚାରିପାଖରେ ବସିଛନ୍ତି (ସମାନ କ୍ରମ ଜରୁରୀ ନୁହେଁ)। ଅନୀଲ ଉଭୟ ରାମ ଓ ସୋନୁଙ୍କ ନିକଟତମ ପଡ଼ୋଶୀ । ସାହିଲଙ୍କ ଡାହାଣ ପଟୁ ରାମ ଦ୍ବିତୀୟ ସ୍ଥାନରେ ଅଛନ୍ତି । ରାହୁଲ ଉଭୟ ସାହିଲ ଓ ସୋହନଙ୍କ ନିକଟତମ ପଡ଼ୋଶୀ ଅଟନ୍ତି । ରାହୁଲଙ୍କ ବାମ ପଟରୁ କିଏ ଦ୍ବିତୀୟ ସ୍ଥାନରେ ଅଛନ୍ତି ?

1
ସୋନୁ 
2
ରାମ 
3
ରମେଶ 
4
ଅନିଲ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation