ପାଞ୍ଚଜଣ ବ୍ୟକ୍ତିମଧ୍ୟରୁ ରାଧା, ଗୀତା ଠାରୁ ଅଧିକ ରୋଜଗାର କରୁଛି । ସାହିଲ, ଗୀତା ଠାରୁ ଅଧିକ କିନ୍ତୁ ରାଧାଠାରୁ କମ୍ ରୋଜଗାର କରେ। ରୋହିତ, ଗୀତା ଏବଂ ସିତା ଦୁଇଜଣଙ୍କ ଠାରୁ କମ୍  ରୋଜଗାର କରେ। ଗୀତା, ସିତା ଠାରୁ ଅଧିକ ରୋଜଗାର କରେ। ପାଞ୍ଚଜଣଙ୍କ ମଧ୍ୟରୁ ସବୁଠାରୁ କମ୍ ରୋଜଗାର କିଏ କରେ ?  

1
ରାଧା 
2
ସିତା 
3
ଗୀତା 
4
ରୋହିତ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation