ଗୋଟିଏ ବକ୍ସ ରେ 20 ବିଜୁଳି ବଲ୍ବ ଅଛି, ସେଥିମଧ୍ୟରୁ 4 ଟି ଖରାପ । ଦୁଇଟି ବଲ୍ବ କୁ ଅନିୟମିତ ଭାବେ ଚୟନ କରାଯାଏ । ସେଥିମଧ୍ୟରୁ କମ ରୁ କମ ଗୋଟିଏ ଖରାପ ବଲ୍ବ ପାଇବା ର ସଂଭାବ୍ୟତା : 

1
\(\frac{12 }{19 }\)
2
\(\frac{7}{19 }\)
3
\(\frac{91}{95 }\)
4
\(\frac{4}{19 }\)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation