ଏକ ବିଦ୍ୟାଳୟରେ ଦୁଇଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେଠାରେ 500 ଛାତ୍ର ଭୋଟ୍ ଦେବାକୁ ଯୋଗ୍ୟ ଥିଲେ । ନିର୍ବାଚନ ଦିନ, 30% ଛାତ୍ର ଭୋଟ୍ ଦେଇ ନାହାଁନ୍ତି ଏବଂ 10% ଭୋଟ୍ ଅବୈଧ ଘୋଷିତ ହୋଇଛି । ବିଜେତା ପ୍ରାର୍ଥୀ 60% ବୈଧ ଭୋଟ୍ ପାଇଲେ । ଦ୍ୱିତୀୟ ପ୍ରାର୍ଥୀ ନିର୍ବାଚନରେ କେତେ ଭୋଟ୍ ପାଇଲେ?
1
126
2
127
3
130
4
124