ତିନୋଟି ବିବୃତ୍ତି ପ୍ରଦାନ କରାଯାଇଛି, ଏହା ପରେ ତିନୋଟି ସିଦ୍ଧାନ୍ତ I, II ଓ III ଦିଆଯାଇଛି । ଆପଣଙ୍କୁ ବିବୃତ୍ତିଗୁଡ଼ିକୁ ସତ ବୋଲି ବିଚାର କରିବାକୁ ପଡିବ ଯଦିଓ ସେଗୁଡିକ ସାଧାରଣଭାବରେ ଜଣାଶୁଣା ତଥ୍ୟଠାରୁ ଭିନ୍ନ ମନେହୁଏ ଏବଂ ତା'ପରେ ନିର୍ଦ୍ଧାରିତ ବିବୃତ୍ତିଗୁଡ଼ିକ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରିବାକୁ ପଡିବ ।
ବିବୃତ୍ତି:
କିଛି ବାଘ ମୂଷା ଅଟନ୍ତି ।
ସମସ୍ତ ମୂଷା ହାତୀ ଅଟନ୍ତି ।
ସମସ୍ତ ବାଘ ବିଲେଇ ଅଟନ୍ତି ।
ସିଦ୍ଧାନ୍ତ:
I. କେତେକ ବିଲେଇ ହାତୀ ଅଟନ୍ତି ।
II କେତେକ ହାତୀ ବାଘ ଅଟନ୍ତି ।
III କେତେକ ବିଲେଇମାନେ ମୂଷା ଅଟନ୍ତି ।
1
କେବଳ ସିଦ୍ଧାନ୍ତ II ଏବଂ III ଅନୁସରଣ କରେ ।
2
ସମସ୍ତ ସିଦ୍ଧାନ୍ତ I, II ଏବଂ III ଅନୁସରଣ କରେ ।
3
କେବଳ ସିଦ୍ଧାନ୍ତ I ଏବଂ II ଅନୁସରଣ କରେ ।
4
କେବଳ ସିଦ୍ଧାନ୍ତ I ଏବଂ III ଅନୁସରଣ କରେ ।