ଜଣେ ଚାଷୀଙ୍କ ପାଖରେ 50 ଟି ମେଣ୍ଢା, 125 ଟି ଗାଈ ଓ 200 ଟି ଘୋଡ଼ା ରହିଛି । ସେ କେବଳ ଗୋଟିଏ ପ୍ରକାରର ପଶୁକୁ ଗୋଟିଏ ପଲରେ ରଖନ୍ତି ଏବଂ ପ୍ରତ୍ଯେକ ପଲରେ ସମାନ ସଂଖ୍ୟକ ପଶୁ ରଖନ୍ତି ।  ଯଦି ଏହି ପଲଗୁଡ଼ିକ ଯଥାସମ୍ଭବ ଅଧିକ ହୁଏ, ତେବେ ତାଙ୍କର କେତୋଟି ପଲ ଅଛି?

1
25 
2
40 
3
15 
4
1000 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation