7 ଜଣ ଛାତ୍ର P, Q, R, S, T, U ଓ V କ୍ଲାସରେ ଶୀର୍ଷ ରାଙ୍କ ରେ ଅଛନ୍ତି, କୌଣସି ଦୁଇ ଜଣ ସମାନ ରାଙ୍କ  ପାଇନାହାଁନ୍ତି । ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଙ୍କୁ ରାଙ୍କ 1 ଓ ସର୍ବନିମ୍ନ ମାର୍କ ଥିବା ଛାତ୍ରଙ୍କୁ ରାଙ୍କ 7 ଦିଆଯାଇଛି। Q, R ଠାରୁ କମ୍ ମାର୍କ ପାଇଥିଲା କିନ୍ତୁ T ଠାରୁ ଅଧିକ, V କୁ S ଠାରୁ ଅଧିକ ମାର୍କ ମିଳିଥିଲା ।  P ଠାରୁ U ଅଧିକ ମାର୍କ ମିଳିଥିଲା କିନ୍ତୁ S ଠାରୁ କମ୍ ମାର୍କ ପାଇଥିଲା Q ଦ୍ବିତୀୟ ସର୍ବନିମ୍ନ ରାଙ୍କ ପାଇଥିବା ବେଳେ S ଦ୍ବିତୀୟ ସର୍ବୋଚ୍ଚ ରାଙ୍କ ପାଇଛି । R କୁ P ଠାରୁ କମ୍ ମାର୍କ ମିଳିଥିଲା। କିଏ ପାଇଲା ସର୍ବନିମ୍ନ ମାର୍କ ?

1
2
3
4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation