ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । କଥନ ରେ ଦିଆଯାଇଥିବା ତଥ୍ୟକୁ ସତ୍ୟ ମାନି, ଏହା ସାଧାରଣ ତଥ୍ୟ ରୁ ଭିନ୍ନ ହେଇଥିଲେ ମଧ୍ୟ, ନିର୍ଣ୍ଣୟ କର ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି । 

କଥନ:

କିଛି ବାହାନ କାର ଅଟେ । 

ସମସ୍ତ କାର ଚାରିଚକିଆ ଅଟେ ।

କିଛି ଚାରିଚକିଆ ଟ୍ରକ ଅଟେ । 

ସିଦ୍ଧାନ୍ତ:

I. କିଛି ବାହାନ ଟ୍ରକ ଅଟେ । 

II. କିଛି ଚାରିଚକିଆ ବାହାନ ଅଟେ । 

III. କିଛି ଟ୍ରକ କାର ଅଟେ । 

1
କେବଳ ସିଦ୍ଧାନ୍ତ II ଏବଂ III ଅନୁସରଣ କରୁଛି । 
2
କୌଣସି ସିଦ୍ଧାନ୍ତ ଅନୁସରଣ କରୁନାହିଁ ।
3
 କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି । 
4
କେବଳ  II ଉଭୟ ଅନୁସରଣ କରୁଛି ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation