ନିମ୍ନଲିଖିତ ସେଟ୍ଗୁଡ଼ିକର ସଂଖ୍ୟା ସହିତ ସମାନ ଭାବରେ ସଂପୃକ୍ତ ସେଟ୍ ଚୟନ କରନ୍ତୁ । (ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା ଯୋଗ/ବିୟୋଗ/ଗୁଣନ କରିବା ଇତ୍ୟାଦି କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇନାହିଁ) ।
(17, 35, 72)
(13, 27, 56)
1
(11, 24, 50)
2
(15, 31, 64)
3
(18, 36, 110)
4
(12, 25, 50)