ଗୋଟିଏ କାରର ଓଜନ 800 କିଲୋଗ୍ରାମ, ଏହା ଘଣ୍ଟା ପ୍ରତି 144 କିଲୋମିଟର ବେଗରେ ଗତି କରୁଛି ଏବଂ ଏହି କାରକୁ ଅଟକାଇବା ପାଇଁ ବ୍ରେକ୍ ଦ୍ୱାରା ପ୍ରୟୋଗ କରାଯାଉଥିବା ବଳ ହେଉଛି 8 kN । ତେବେ ଏହି କାର୍ କୁ ଅଟକାଇବା ପାଇଁ ଲାଗିଥିବା ସମୟ ନିର୍ଣ୍ଣୟ କର ।
1
2 ସେକେଣ୍ଡ
2
3 ସେକେଣ୍ଡ
3
4 ସେକେଣ୍ଡ
4
8 ସେକେଣ୍ଡ