ସ୍ରୋତର ପ୍ରତିକୂଳ ଦିଗରେ 144 କିଲୋମିଟର ଦୂରତା ଅତିକ୍ରମ କରିବାକୁ ଜଣେ ରୋଭରଙ୍କୁ 12 ଘଣ୍ଟା ସମୟ ଲାଗୁଥିବା ବେଳେ ସ୍ରୋତର ଅନୁକୂଳ ଦିଗରେ ସମାନ ଦୂରତା ଅତିକ୍ରମ କରିବାକୁ ତାଙ୍କୁ ମାତ୍ର 9 ଘଣ୍ଟା ସମୟ ଲାଗିଥାଏ । ସ୍ରୋତର ବେଗ କେତେ?
1
3 କିମି / ଘଣ୍ଟା
2
1 କିମି / ଘଣ୍ଟା
3
1.5 କିମି / ଘଣ୍ଟା
4
2 କିମି / ଘଣ୍ଟା