ତିନୋଟି ଉକ୍ତି ଦିଆଯାଇଛି, ଯାହା ପରେ ତିନୋଟି ସିଦ୍ଧାନ୍ତ I, II ଏବଂ III ଦିଆଯାଇଛି । ଏହା ସାମାନ୍ଯ ରୂପେ ଜ୍ଞାନ୍ତ ତଥ୍ୟଠାରୁ ଭିନ୍ନ ହେଇଥିଲେ ମଧ୍ୟ ଉକ୍ତି କୁ ସତ୍ୟ ମାନି, ନିର୍ଣ୍ଣୟ କରନ୍ତୁ ଯେ କେଉଁ ସିଦ୍ଧାନ୍ତ ଉକ୍ତି କୁ ତାର୍କିକ ରୂପେ ଅନୁସରଣ କରୁଛି ।
ଉକ୍ତି:
କିଛି ବଟର, ହନୀ ଅଟେ ।
କିଛି ହନୀ ବ୍ରେଡ ଅଟେ ।
ସମସ୍ତ ବ୍ରେଡ ଜାମ ଅଟେ ।
ସିଦ୍ଧାନ୍ତ:
I. କିଛି ଜାମ ହନୀ ଅଟେ ।
II. ସମସ୍ତ ହନୀ ବଟର ଅଟେ ।
III. କିଛି ଜାମ ବଟର ଅଟେ ।
1
କେବଳ ସିଦ୍ଧାନ୍ତ I ଏବଂ II ଅନୁସରଣ କରୁଛି
2
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି
3
କେବଳ ସିଦ୍ଧାନ୍ତ I ଏବଂ III ଅନୁସରଣ କରୁଛି
4
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି