ଦିଆଯାଇଥିବା ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଧ୍ୟାନର ସହ ପଢନ୍ତୁ । ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ ବୋଲି ଧର, ଯଦିଓ ଏହା ସାଧାରଣଭାବରେ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଏ, ତେବେ ନିର୍ଦ୍ଧାରିତ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କର ।
ବିବୃତ୍ତି:
ସମସ୍ତ ମୂଷା କୁକୁର ଅଟନ୍ତି ।
କିଛି ମୂଷା କୁକୁଡ଼ା ଅଟନ୍ତି ।
ସିଦ୍ଧାନ୍ତ:
I. କିଛି ମୂଷା କୁକୁର ଅଟନ୍ତି ।
II କେତେକ କୁକୁଡ଼ା ମୂଷା ଅଟନ୍ତି ।
1
କେବଳ ସିଦ୍ଧାନ୍ତ I ଅନୁସରଣ କରେ ।
2
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ ନାହିଁ।
3
କେବଳ ସିଦ୍ଧାନ୍ତ II ଅନୁସରଣ କରେ ।
4
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରେ ।