ଶିବ ତାଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ଦକ୍ଷିଣ ଆଡକୁ 15 ମିଟର ଚାଲିଥିଲେ। ତା'ପରେ ସେ ଡାହାଣକୁ ବୁଲି 20 ମିଟର ଚାଲିଲେ । ତା'ପରେ ସେ ପୁନର୍ବାର ଡାହାଣକୁ ବୁଲି 15 ମିଟର ଚାଲିଲେ । ତା'ପରେ ସେ ବାମକୁ ବୁଲି ତାଙ୍କ କାର ପାର୍କିଂ ହୋଇଥିବା ସ୍ଥାନରେ ପହଞ୍ଚିବା ପାଇଁ ଆଉ 15 ମିଟର ଚାଲିଲେ । ତେବେ କାର୍ଯ୍ୟାଳୟରୁ କାର କେତେ ଦୂରରେ ଏବଂ କେଉଁ ଦିଗରେ ପାର୍କିଂ ହୋଇଛି?
1
15 ମିଟର ପଶ୍ଚିମ
2
15 ମିଟର ପୂର୍ବ
3
35 ମିଟର ପଶ୍ଚିମ
4
20 ମିଟର ଉତ୍ତର