ରୋହନ ହେଉଛନ୍ତି ସୁମିତଙ୍କ ଭାଇ। ସୁମିତ ସୁଜାତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ସୁଜାତା ହେଉଛନ୍ତି ହରିଚାନ୍ଦଙ୍କ ଝିଅ। ରୋହନ ସୁନୀତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି। ସୁଜାତା ଓ ସୁନିତା ଦୁଇ ଭଉଣୀ। ରୋହନଙ୍କ ସହ ହରିଚାନ୍ଦଙ୍କ ସମ୍ପର୍କ କେମିତି?
1
ବାପା
2
ଶଶୁର
3
ଭାଇ
4
ପତ୍ନୀଙ୍କ କକା ଶଶୁର