ଜଣେ ବ୍ୟକ୍ତି ନିଜ ଘରଠାରୁ 5 କିଲୋମିଟର ଚାଲି ଚାଲି ପଶ୍ଚିମ ଦିଗକୁ ଯାଉଛନ୍ତି। ସେ ବାମ ମୋଡ଼ ନେଇ 10 କିଲୋମିଟର ଚାଲି ଆଉ ଏକ ବାମ ମୋଡ଼ ନେଇ 5 କିଲୋମିଟର ଚାଲିଥାନ୍ତି । ତେବେ ତାଙ୍କ ଘର କେଉଁ ଦିଗରେ ଅଛି ?

1
ପୂର୍ବ 
2
ପଶ୍ଚିମ 
3
ଉତ୍ତର
4
ଦକ୍ଷିଣ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation