ପାଇପ A ଗୋଟେ ଟାଙ୍କି କୁ 6 ଘଣ୍ଟା ରେ ପୂର୍ଣ୍ଣ କରିପାରେ । ପାଇପ B ସମାନ ଟାଙ୍କି କୁ ପୂର୍ଣ୍ଣ କରିବାପାଇଁ 8 ଘଣ୍ଟା ସମୟ ନିଏ । ପାଇପ A, B, ଏବଂ C ଏକାଠି ସମାନ ଟାଙ୍କି କୁ ପୂର୍ଣ୍ଣ କରିବା ପାଇଁ 12 ଘଣ୍ଟା ନିଅନ୍ତି । ତେବେ କେଉଁ ବାକ୍ୟ ଟି C ପାଇପ ପାଇଁ ସତ୍ୟ ?
1
ଏହା ଟାଙ୍କି କୁ 4 ଘଣ୍ଟା 40 ମିନିଟ ରେ ଭରିବ
2
ଏହା ଟାଙ୍କି କୁ 4 ଘଣ୍ଟା 48 ମିନିଟ ରେ ଭରିବ
3
ଏହା ଟାଙ୍କି କୁ 4 ଘଣ୍ଟା 48 ମିନିଟ ରେ ଖାଲି କରିବ
4
ଏହା ଟାଙ୍କି କୁ 4 ଘଣ୍ଟା 40 ମିନିଟ ରେ ଖାଲି କରିବ