ନିମ୍ନଲିଖିତ ସାରଣୀରେ 2018 ଏବଂ 2019 ବର୍ଷରେ ଗୋଟିଏ ପରିବାରର ଖର୍ଚ୍ଚ ଦର୍ଶାଯାଇଛି ।ତେବେ 2018 ରୁ 2019 ମଧ୍ୟରେ ମୋଟ ଖର୍ଚ୍ଚରେ ଶତକଡ଼ା ବୃଦ୍ଧି କିମ୍ବା ହ୍ରାସ କେତେ ?

ସାମଗ୍ରୀ 

ଖର୍ଚ୍ଚ  (ଟଙ୍କାରେ)

2018

2019

ଶିକ୍ଷା 

24000

30000

ବାସଗୃହ

40000

48000

ମନୋରଞ୍ଜନ

4000

3600

ଖାଦ୍ୟ 

15000

15500

ପୋଷାକ 

5600

3800

1
20.33% ବୃଦ୍ଧି
2
11.44% ହ୍ରାସ
3
13.88% ବୃଦ୍ଧି
4
12.11% ହ୍ରାସ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation