40 କିଲୋଗ୍ରାମର ମିଶ୍ରଣ A ରେ 63 କିଲୋଗ୍ରାମର ମିଶ୍ରଣ B ମିଶାଯାଇଥାଏ । ଯଦି ମିଶ୍ରଣ ପଦାର୍ଥ A ରେ 2 ∶ 3 ଅନୁପାତରେ ସିସା ଏବଂ ଟିନ୍ ଅଛି ଏବଂ ମିଶ୍ରିଣ ପଦାର୍ଥ B ରେ 2 ∶ 5 ଅନୁପାତରେ ଟିନ୍ ଏବଂ ତମ୍ବା ଅଛି, ତେବେ ନୂତନ ମିଶ୍ରଣରେ ଟିନ୍ ର ପରିମାଣ ନିର୍ଣ୍ଣୟ କର ?
1
24 କିଲୋଗ୍ରାମ
2
18 କିଲୋଗ୍ରାମ
3
36 କିଲୋଗ୍ରାମ
4
42 କିଲୋଗ୍ରାମ