ସାତଜଣ ବନ୍ଧୁ, A, B, C, D, E, F ଏବଂ G  ଉତ୍ତର ଆଡକୁ ଏକ ଧାଡିରେ ବସିଛନ୍ତି । B ଧାଡି ମଝିରେ ବସିନାହିଁ । A, B ର ଡାହାଣକୁ ଦ୍ୱିତୀୟରେ ବସିଛି ।  D, F ର ବାମରୁ ଦ୍ଵିତୀୟ ସ୍ଥାନରେ ବସିଛି । G, F ର ନିକଟତମ ବାମରେ ବସିଛି । C, G ର ବାମରୁ ଦ୍ଵିତୀୟ ସ୍ଥାନରେ ବସିଛି ।  E, B ଏବଂ A ମଝିରେ ବସିଛି । ପଂକ୍ତି ମଝିରେ କିଏ ବସିଛି ? 

1
F
2
D
3
G
4
E

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation