ଦିବ୍ୟା ତାଙ୍କ ମାସିକ ଦରମାର 24% ଖାଦ୍ୟ ଏବଂ 15% ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରନ୍ତି । ଅବଶିଷ୍ଟ ଦରମା ମଧ୍ୟରୁ ସେ 25% ମନୋରଞ୍ଜନ ଏବଂ 20% ପରିବହନ ପାଇଁ ଖର୍ଚ୍ଚ କରନ୍ତି । ଏବେ ତାଙ୍କ ପାଖରେ ₹10,736 ଟଙ୍କା ବାକି ରହିଛି। ଦିବ୍ୟାଙ୍କ ମାସିକ ଦରମା କେତେ?
1
₹32,000
2
₹30,200
3
₹30,000
4
₹32,500