ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । କଥନ ରେ ଦିଆଯାଇଥିବା ତଥ୍ୟକୁ ସତ୍ୟ ମାନି, ଏହା ସାଧାରଣ ତଥ୍ୟ ରୁ ଭିନ୍ନ ହେଇଥିଲେ ମଧ୍ୟ, ନିର୍ଣ୍ଣୟ କର ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି ।
କଥନ:
1. କିଛି କଦଳୀ ଆମ୍ବ ଅଟେ ।
2. କିଛି ଆମ୍ବ ବିଲେଇ ଅଟେ ।
ସିଦ୍ଧାନ୍ତ:
I. ସମସ୍ତ ବିଲେଇ କଦଳୀ ଅଟେ ।
II. କିଛି ବିଲେଇ ଆମ୍ବ ଅଟେ ।
1
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରୁନାହିଁ ।
2
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରୁଛି ।
3
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।