ସେହି ବିକଳ୍ପ ର ଚୟନ କର ଯେଉଁଥିରେ ସମୂହ ର ସଂଖ୍ୟାଗୁଡ଼ିକ ସେହିପରି ଜଡ଼ିତ, ଯାହା ଦିଆଯାଇଥିବା ସମୂହ ର ସଂଖ୍ୟା ଗୁଡ଼ିକ ଦ୍ଵାରା ଜଡ଼ିତ । (ନୋଟ: ସଂଖ୍ୟାଗୁଡ଼ିକୁ ଏହାର ଉପାଦାନ ଅଙ୍କ କୁ ଭାଗ ନ କରି, ପୂର୍ଣ୍ଣ ସଂଖ୍ୟା ର ଅପରେସନ କରାଯିବା ଆବଶ୍ୟକ । ଉଦାହରଣ 13 - 13 ଉପରେ ଅପରେସନ ଯେପରି 13 କୁ ଯୋଡ଼ିବା/ହ୍ରାସ କରିବା/ଗୁଣନ କରିବା ଆଦି କରାଯାଇପାରିବ । 13 କୁ 1 ଏବଂ 3 ରେ ଭାଙ୍ଗିବା ଏବଂ ପୁଣି 1 ଏବଂ 3 ରେ ଗାଣିତିକ ଅପରେସନ କରିବାର ଅନୁମତି ନାହିଁ)
(18, 9, 36)
(36, 18, 72)
1
(32, 16, 64)
2
(24, 12, 36)
3
(58, 29, 118)
4
(46, 33, 132)