ନିମ୍ନଲିଖିତ ସେଟ୍ ଗୁଡିକର ସଂଖ୍ୟା ଗୁଡିକ ଯେପରି ଭାବରେ ସମ୍ବନ୍ଧିତ ଅଟେ ସେପରି ସମ୍ବନ୍ଧିତ ସଂଖ୍ୟାଗୁଡିକର ସେଟ୍ ଚୟନ କରନ୍ତୁ

(ଟିପ୍ପଣୀ : ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ସମଗ୍ର ସଂଖ୍ୟାଉପରେ ଅପରେସନ୍ କରାଯିବା ଉଚିତ୍ | ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା 13 ରେ ଯୋଗ / ବିୟୋଗ / ଗୁଣନ ଇତ୍ୟାଦି ସମ୍ପାଦନ କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ନାହିଁ) । 

(12, 42, 7)

(13, 52, 8)

1
(8, 7, 43)
2
(7, 12, 6)
3
(9, 26, 8)
4
(9, 18, 4)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation