ଉତ୍ତର ଦିଗକୁ ମୁହଁ କରି  ସିଧା ରେଖାରେ କିଛି ସଂଖ୍ୟକ ଲୋକ ବସିଛନ୍ତି । D ଏବଂ I ମଧ୍ୟରେ କେବଳ ତିନି ଜଣ ବସିଛନ୍ତି । K ଏବଂ O  ମଧ୍ୟରେ କେବଳ ଦୁଇ ଜଣ ବସିଛନ୍ତି ଏବଂ  I ହେଉଛି O ର ବାମ ପାର୍ଶ୍ୱରେ ବସିଛି । D ର ବାମ ପାର୍ଶ୍ୱରେ କେହି ବସି ନାହାନ୍ତି । O ର ଡାହାଣ ପାର୍ଶ୍ୱରେ କେବଳ ଜଣେ ବ୍ୟକ୍ତି ବସିଛନ୍ତି । ତେବେ ଧାଡ଼ିରେ କେତେ ଲୋକ ବସିଛନ୍ତି ?

1
2
3
4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation