Comprehension Passage

ନିର୍ଦ୍ଦେଶାବଳୀ: ନିମ୍ନ ସାରଣୀରେ 2014 ରୁ 2019 ମଧ୍ୟରେ 6ଟି ଭିନ୍ନ ଭିନ୍ନ ବର୍ଷରେ ତିନୋଟି ଭିନ୍ନ ଭିନ୍ନ କଲେଜ (A, B ଏବଂ C)ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସମ୍ପର୍କରେ ତଥ୍ୟ ରହିଛି। ସାରଣୀରେ ଦିଆଯାଇଥିବା ତଥ୍ୟ ଆଧାରରେ ପ୍ରଶ୍ନର ଉତ୍ତର ଦିଅନ୍ତୁ।

ବିଭିନ୍ନ କଲେଜରେ ବର୍ଷ ଅନୁଯାୟୀ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା:

ବର୍ଷ↓/କଲେଜ୍ → A B C
2014 8000 14000 11000
2015 15000 17000 13000
2016 17000 23000 19000
2017 13000 27000 23000
2018 22000 26000 24000
2019 27000 18000 16000

କେଉଁ କଲେଜରେଯଥାକ୍ରମେ 2016 ରେ ଦ୍ୱିତୀୟ ସର୍ବନିମ୍ନ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ 2018 ବର୍ଷରେ ସର୍ବନିମ୍ନ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଆଡମିଶନ୍ କରାଯାଇଥିଲା?

1
କଲେଜ C ଏବଂ କଲେଜ B
2
କଲେଜ B ଏବଂ କଲେଜ A
3
କଲେଜ C ଏବଂ କଲେଜ A
4
କଲେଜ A ଏବଂ କଲେଜ B

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation