A, B ଏବଂ C ର ହାରାହାରି ବୟସ 25 ବର୍ଷ ।

ଯଦି A ଏବଂ B ର ହାରାହାରି ବୟସ 22 ଏବଂ B ଏବଂ C ର ବୟସ 23 ଅଟେ ।

ତେବେ B ର ବୟସ କେତେ?

1
15 ବର୍ଷ
2
20 ବର୍ଷ
3
25 ବର୍ଷ
4
30 ବର୍ଷ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation