ନିମ୍ନରେ ଦିଆଯାଇଥିବା ଦୁଇଟି ଷ୍ଟେଟମେଣ୍ଟ, ଗୋଟିଏକୁ ଧାରଣା A ଏବଂ ଅନ୍ୟଟି କାରଣ R ଭାବରେ ଲେବଲ୍ କରାଯାଇଛି ।
ଧାରଣା A: ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଯାନ (HEVs)ର ଇନ୍ଧନ ଚଳାଚଳ ଖର୍ଚ୍ଚ ଇଲେକ୍ଟ୍ରିକ୍ ଯାନ (EVs) ତୁଳନାରେ କମ୍ ଅଟେ ।
କାରଣ R: ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଯାନରେ ଉଭୟ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ୍ ଏବଂ ଅନ୍ ବୋର୍ଡ ଇଲେକ୍ଟ୍ରିକ୍ ପାୱାର ଜେନେରେସନ୍ ସିଷ୍ଟମ୍ ଅଛି ।
ଉପରୋକ୍ତ ବିବୃତ୍ତିକୁ ଦୃଷ୍ଟିରେ ରଖି, ନିମ୍ନରେ ଦିଆଯାଇଥିବା ବିକଳ୍ପଗୁଡ଼ିକରୁ ସବୁଠାରୁ ଉପଯୁକ୍ତ ଉତ୍ତର ବାଛନ୍ତୁ ।
1
ଉଭୟ A ଏବଂ R ସଠିକ୍ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟା ଅଟେ ।
2
ଉଭୟ A ଏବଂ R ସଠିକ୍ କିନ୍ତୁ R A ର ସଠିକ୍ ବ୍ୟାଖ୍ୟା ନୁହେଁ ।
3
A ସଠିକ୍ କିନ୍ତୁ R ସଠିକ୍ ନୁହେଁ ।
4
A ସଠିକ୍ ନୁହେଁ କିନ୍ତୁ R ସଠିକ୍ ଅଟେ ।