ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ରେ କିଛି କଥନ ଦିଆଯାଇଛି ଏବଂ ସେହି କଥନ ଆଧାର ରେ କିଛି ସିଦ୍ଧାନ୍ତ ଦିଆଯାଇଛି । ଆପଣଙ୍କୁ ଦିଆଯାଇଥିବା କଥନ କୁ ସତ୍ୟ ବୋଲି ଗ୍ରହଣ କରିବାକୁ ହେବ, ଏହା ସାଧାରଣ ତଥ୍ୟ ଠାରୁ ଭିନ୍ନ ହେଲେ ମଧ୍ୟ । ସମସ୍ତ ସିଦ୍ଧାନ୍ତ କୁ ପଢ ଏବଂ ପୁଣି ନିର୍ଣ୍ଣୟ କର ଯେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁ ସିଦ୍ଧାନ୍ତ ଯୁକ୍ତିଯୁକ୍ତ ରୂପେ କଥନ ର ଅନୁସରଣ କରୁଛି ।
କଥନ:
I. କିଛି P, Q ଅଟେ ।
II. ସମସ୍ତ Q, R ଅଟେ ।
III. କୌଣସି R, S ନୁହେଁ ।
ସିଦ୍ଧାନ୍ତ:
I. କିଛି P, S ଅଟେ ।
II. କୌଣସି Q, S ନୁହେଁ ।
III. ସମସ୍ତ P, R ଅଟେ ।
1
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି ।
2
ସମସ୍ତ ସିଦ୍ଧାନ୍ତ ଅନୁସରଣ କରୁଛି ।
3
କେବଳ ସିଦ୍ଧାନ୍ତ III ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।