ନିମ୍ନଲିଖିତ ବିକଳ୍ପଗୁଡ଼ିକରୁ ତ୍ରୟକୁ ବାଛନ୍ତୁ ଯାହାର ନିମ୍ନଲିଖିତ ତ୍ରୟ ସହିତ ସମାନତା ଅଛି ।
(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ଏହାର ଉପାଦାନ ସଂଖ୍ୟାରେ ନ ଭାଙ୍ଗି ସଂପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ । ଉଦାହରଣ 13 - 13 ରେ ଅପରେସନ୍ ଯେପରିକି 13 ରେ ଯୋଡିବା/ବିୟୋଗ/ ଗୁଣନ ଇତ୍ୟାଦି କରାଯାଇପାରିବ । 13 କୁ 1 ଏବଂ 3 କୁ ଭାଙ୍ଗିବା ଏବଂ ତା’ପରେ 1 ଏବଂ 3 ରେ ଗାଣିତିକ କାର୍ଯ୍ୟ କରିବା ଅନୁମତିପ୍ରାପ୍ତ ନୁହେଁ)
3 : 26 : 8
7: 342 : 20
1
2 : 9 : 5
2
5 : 123 : 14
3
6 : 216 : 17
4
4 : 63 : 11