Comprehension Passage

ନିମ୍ନଲିଖିତ ସାରଣୀରେ ଭାରତର ପାଞ୍ଚଟି ଭିନ୍ନ ଭିନ୍ନ ସହର (A-E) ରେ 'କୋଭିଡ୍-19' ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା (ହଜାର ରେ) ଦର୍ଶାଯାଇଛି ଏବଂ ସେଥିରେ ଆକ୍ରାନ୍ତ ପୁରୁଷ ଓ ମହିଳାଙ୍କ ଅନୁପାତ ମଧ୍ୟ ଦିଆ ହୋଇଛି। ସାରଣୀରେ ଥିବା ଡାଟା ଆଧାରରେ, ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

କୋଭିଡ୍-19 ରେ ଆକ୍ରାନ୍ତ ସହରର ବ୍ୟକ୍ତି

ସହର

ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା (ହଜାର ରେ)

ଆକ୍ରାନ୍ତ ଅନୁପାତ 

ପୁରୁଷ ∶ ମହିଳା 

A

64

5 ∶ 3

B

54

5 ∶ 4

C

16

3 ∶ 1

D

48

7 ∶ 5

E

27

2 ∶ 1

'କୋଭିଡ୍-19' ଦ୍ୱାରା ଆକ୍ରାନ୍ତ ହୋଇଥିବା ସହର 'B'ର ମହିଳାଙ୍କ ସଂଖ୍ୟା ସହିତ ସହର 'D'ର ମହିଳାଙ୍କ ସଂଖ୍ୟାର ଅନୁପାତ କେତେ ହେବ?

1
2 ∶ 5
2
4 ∶ 5
3
∶ 6
4
 5

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation