Comprehension Passage

ନିମ୍ନଲିଖିତ ସାରଣୀରେ ଭାରତର ପାଞ୍ଚଟି ଭିନ୍ନ ଭିନ୍ନ ସହର (A-E) ରେ 'କୋଭିଡ୍-19' ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା (ହଜାର ରେ) ଦର୍ଶାଯାଇଛି ଏବଂ ସେଥିରେ ଆକ୍ରାନ୍ତ ପୁରୁଷ ଓ ମହିଳାଙ୍କ ଅନୁପାତ ମଧ୍ୟ ଦିଆ ହୋଇଛି। ସାରଣୀରେ ଥିବା ଡାଟା ଆଧାରରେ, ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

କୋଭିଡ୍-19 ରେ ଆକ୍ରାନ୍ତ ସହରର ବ୍ୟକ୍ତି

ସହର

ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା (ହଜାର ରେ)

ଆକ୍ରାନ୍ତ ଅନୁପାତ 

ପୁରୁଷ ∶ ମହିଳା 

A

64

5 ∶ 3

B

54

5 ∶ 4

C

16

3 ∶ 1

D

48

7 ∶ 5

E

27

2 ∶ 1

ସହର 'B', 'C' ଓ 'E'ରେ ସମୁଦାୟ ପୁରୁଷଙ୍କ ସଂଖ୍ୟା ଏବଂ 'A', 'C' ଏବଂ 'D' ସହରରେ ସମୁଦାୟ ମହିଳାଙ୍କ ସଂଖ୍ୟା ମଧ୍ୟରେ କେତେ ଅନ୍ତର ରହିଛି, ଯେଉଁମାନେ 'କୋଭିଡ୍-19' ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି?

1
15000
2
13000
3
12000
4
14000

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation